1.ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ
ଶ୍ରୀମନ୍ଦିର ନାଟ ମଣ୍ଡପକୁ ଚଢ଼ିଲେ ବଙ୍ଗୀୟ ଭକ୍ତ । ଭକ୍ତ ଜଣକ ପଶ୍ଚିମବଙ୍ଗର ରାକେଶ ହାଜରା ହୋଇଥିବା ସୂଚନା ।
2.ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ! କୋର୍ଟଙ୍କ ନିର୍ଦ୍ଦେଶରେ ସିଲ ହେଲା ସ୍ଥାନ
3.ଜିଲ୍ଲାପାଳଙ୍କ ପ୍ରୟାସ, ବଜାର ବୁଲିଲେ ମନ ପସନ୍ଦର ଡ୍ରେସ୍ କିଣିଲେ ଅନାଥଶ୍ରମ ପିଲାଏ
4.MKCG ମେଡିକାଲ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା
5.ଇନଷ୍ଟାଣ୍ଟ ଲୋନ ଆପରେ ଠକେଇ, ଆଉ ଏକ ଠକକୁ ବାନ୍ଧିଲା EOW
ଡିଜିଟାଲ ବଟୁଆ, ସ୍ବିଚ ଇନଫୋଟେକ, ବଚତ ଅନଲାଇନ ଭଳି ଲୋନ ଆପରେ ଠକୁଥିବା ଆଉ ଜଣେ ଠକକୁ ବାନ୍ଧିଲା ଇଓଡବ୍ଲୁ(EOW) ।