ଓଡିଶା

odisha

By

Published : May 8, 2022, 4:58 PM IST

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.Kulgam encounter: ଦୁଇ ଆତଙ୍କୀ ସଫା, ଏବେ ବି ଗୁଳି ବିନିମୟ ଜାରି

କୁଲଗାମ ଏନକାଉଣ୍ଟରରେ ସେନାକୁ ବଡ ସଫଳତା । ଟଳିଲେ ଦୁଇ ଆତଙ୍କୀ, ଏବେ ବି ଜାରି ରହିଛି ଏନକାଉଣ୍ଟର ।

2.Brajarajnagar Bypoll: ବିଜେଡି ପ୍ରାର୍ଥୀ ନେଇ ବଢୁଛି ସସପେନ୍ସ

ବ୍ରଜରାଜନଗର ଉପନିର୍ବାଚନକୁ ନେଇ ବଢୁଛି ଉଷ୍ମତା । ଏପଟେ ଶାସକ ବିଜେଡିର ପ୍ରାର୍ଥୀ ହେବା ନେଇ ବଢୁଛି ସସପେନ୍ସ । ସେପଟେ କଂଗ୍ରେସ ଏକ କମିଟି ଗଠନ କରି ପ୍ରାର୍ଥୀ ଘୋଷଣା କରିବା ନେଇ ରଣନୀତି କରିଛି ।

3.ବ୍ରାହ୍ମଣୀରେ ଭାସିଗଲେ 3 ଛାତ୍ର: 2 ସୁରକ୍ଷିତ ଉଦ୍ଧାର, ଜଣେ ନିଖୋଜ

ପୁଣି ନଦୀରେ ଭାସିଗଲେ ଛାତ୍ର । ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ଗାଧୋଇବା ସମୟରେ 3 ଛାତ୍ର ଭାସି ଯାଇଥିବା ସୂଚନା ।

4.ହିମାଚଳପ୍ରଦେଶ ବିଧାନସଭା ଗେଟରେ ଉଡିଲା ଖଲିସ୍ତାନୀ ପତାକା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ହିମାଚଳପ୍ରଦେଶ ବିଧାନସଭା ଗେଟରେ ଲାଗିଛି ଖଲିସ୍ତାନୀ ପତାକା । ଗତକାଲି ରାତିରେ ଘଟଣା ଘଟିଥିବା ସନ୍ଦେହ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ତଦନ୍ତ ।

5.Brajarajanagar Bypoll: ରାଧାରାଣୀଙ୍କ ବିଜୟ ପାଇଁ ସମସ୍ତେ ମିଳିମିଶି ଲଢିବୁ କହିଲେ ବିଧାୟକ ଜୟନାରାୟଣ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି ।

6.Mother's day: ବାଲୁକା କଳାରେ ଶୋଭା ପାଇଲା ମାତୃତ୍ବର ଝଲକ

ମା’ ଶବ୍ଦ ଶୁଣିଲେ ମନରେ ଖୁସି ଆସେ । ତାର ଉପସ୍ଥିତିରେ ସବୁ କିଛି ଖୁସି ନେଇ ଆସେ । ମା'ର ତୁଳନା କାହାସହ କରି ହେବନି । ଏଭଳି ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ ।

7.Chardham Yatra: ପଞ୍ଜିକରଣ ପୋର୍ଟାଲରେ ସମସ୍ୟା, କମିପାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା

ମେ ୩ରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ପଞ୍ଜିକରଣ ପୋର୍ଟାଲରେ ସମସ୍ୟା ।

8.ବୁଢାବଳଙ୍ଗରୁ ୧୭ କୋଟି ବାଲି ଚୋରା ଚାଲାଣ ଘଟଣା: ନିଲମ୍ବନ ହେଲେ ବଡସାହି ତହସିଲଦାର

ମୟୂରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ବଡସାହି ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ନଦୀରୁ ବାଲି ଚୋରା ଚାଲାଣ ଘଟଣାରେ ନିଲମ୍ବିତ ହୋଇଛନ୍ତି ତହସିଲଦାର ।

9.ପ୍ରେମିକାର ଅଶ୍ଳୀଳ ଫଟୋ ଅପଲୋଡ କରିବାକୁ ଧମକ ଦେଇ ପ୍ରେମିକ ଗିରଫ

ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଅପଲୋଡ କରିବାକୁ ଧମକ ଦେଲେ ପ୍ରେମିକ । ଅଭିଯୋଗ ପରେ ବାନ୍ଧିଲା ପୋଲିସ ।

10.IPL2022: SRH ବିପକ୍ଷରେ ଟସ୍ ଜିତି RCB ର ବ୍ୟାଟିଂ ନିଷ୍ପତ୍ତି

IPL2022 ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ଭେଟିବ ସନରାଇଜର୍ସ ହାଇଦ୍ରାବାଦ(SRH) । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା RCB ।

ABOUT THE AUTHOR

...view details