1-Municipal Election: ଅପରାହ୍ନ ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ
ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ସୂଚନା ଦେଲେ ନିର୍ବାଚନ କମିଶନ ।
2-Poll Violence In Bharak: ଭୋଟିଂ ବେଳେ ବୁଥରେ ଛୁରାମାଡ଼, ଜଣେ ଗୁରୁତର
3-ULB POLL: ପୋଲିସ ପାଇଁ ଟେନସନ ରାଜଧାନୀ ଉପକଣ୍ଠ ଓ୍ବାର୍ଡ, ବୁଥ୍ ବୁଲୁଛନ୍ତି CP-DCP
4-ULB Polls: ଭୋଟ ଦେଲେ ଯାଜପୁର ବିଧାୟକ ଓ ଅଭିନେତା ଆକାଶ
ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
5-ULB Polls: ଭୋଟ ଦେଲେ ଅଭିନେତା ସବ୍ୟସାଚୀ ମିଶ୍ର