1.ରାଜନୀତିରୁ ସନ୍ନ୍ୟାସ ନେଲେ ଜୟରାମ ପାଙ୍ଗି
2.ଶପଥ ନେଲେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ
3.ପଦାର୍ଥ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ ପୁରସ୍କାର
4.ବିଧାନସଭାରେ ଶକ୍ତି କମିଟି ବୈଠକ, ଏଣିକି ବିଜୁଳି ପାଇଁ ବସିବ ପ୍ରିପେଡ଼ ସ୍ମାର୍ଟ ମିଟର
ଆଜି ବିଧାନସଭାରେ ଶକ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଦିଗ ଉପରେ ହୋଇଛି ଆଲୋଚନା ।
5.କୋର୍ଟରେ ହାଜର ହେଲେ ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସ
କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଶିଲ ଏବଂ ସୁଶାନ୍ତ ଧଳସାମନ୍ତ ଆଜି କଟକର ବିଭିନ୍ନ ନିମ୍ନ ଅଦାଲତରେ ହଜାର ହୋଇଥିଲେ ।