1.ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ପାସ ହାର ୯୭.୮୯ %
ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟ । ମୋଟ ୫, ୬୨ ୦୧୦ ପାସ କରିଛନ୍ତି । ରେଗୁଲାର ପାସ୍ ହାର ୯୭.୮୯ ଥିବାବେଳେ ଏକ୍ସରେଗୁଲାର ପାସ୍ ହାର ୮୮.୩୩ ରହିଛି ।
2.ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ
3.ପ୍ରାକ ଆକଳନ ଷ୍ଟେଜରେ ତୃତୀୟ ଲହର, ଆସିବା ପୂର୍ବରୁ ଜାଣି ହେବ !
4.ଚାକିରୀ ପାଇଁ ସରକାରୀ ବାବୁଙ୍କ ଗୋଡ଼ ତଳେ ପଡ଼ିଗଲେ ଜମିହରା
କୋଇଲା ଖଣି ଆରମ୍ଭ ହେବାପରେ ଜମି ହରାଇଥିବା କ୍ଷତିଗ୍ରସ୍ତଙ୍କୁ ମିଳୁନି ନିଯୁକ୍ତି । ନିଯୁକ୍ତି ପାଇଁ ପ୍ରଶାସନିକ ଅଧିକାରୀ ଓ ପୋଲିସର ଗୋଡ଼ ତଳେ ପଡିଗଲେ କୋଇଲା ଖଣି କ୍ଷତିଗ୍ରସ୍ତ ।
5.ମଣ୍ଡି ସମସ୍ୟା ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ
ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଓଡିଶା ପ୍ରଦେଶ କିଷାନ କଂଗ୍ରେସ ।