ଓଡିଶା

odisha

ETV Bharat / bharat

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 5ଟାର ବଡ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS @5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 13, 2021, 5:06 PM IST

1. କ୍ୟାବିନେଟରେ 9 ପଦ ଖାଲି, ପାଇଲଟଙ୍କୁ ଦରକାର 6; ସଠିକ ଫର୍ମୁଲା ଖୋଜୁଛି କଂଗ୍ରେସ

ଅଶୋକ ଗେହଲଟ କ୍ୟାବିନେଟରେ ଏବେ ଖାଲି ରହିଛି 9ଟି ମନ୍ତ୍ରୀ ପଦ । ଆଉ ଏଥିରୁ 6ଟି ପଦ ଚାହୁଁଛନ୍ତି ସଚିନ ପାଇଲଟ ।

2. ଟିକା ପାଇଁ ପଞ୍ଜୀକରଣ କରିନଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉ: ରାହୁଲ ଗାନ୍ଧୀ

କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ମିଥ୍ୟା ଏବଂ କେନ୍ଦ୍ର ଯାହା କହେ ତାହା ଫମ୍ପା ସ୍ଲୋଗାନ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

3. ଭ୍ୟାକ୍ସିନ ନେବାପରେ ଶରୀରରେ ଚୁମ୍ବକୀୟ ଶକ୍ତି, ଲାଗି ରହୁଛି ଗିନା କଂସା ତାଟିଆ

କୋଭିଡ ଭ୍ୟାକ୍ସିନ କୋଭିସିଲଡ଼ ଟୀକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ।

4. ନଦୀର ଜଳସ୍ତର ବଢିବ, କିନ୍ତୁ ବନ୍ୟା ହେବ ନାହିଁ: ମୁଖ୍ୟ ଯନ୍ତ୍ରୀ

ଦକ୍ଷିଣ ପଶ୍ଚିମ ମୌସୁମୀ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।

5. ସଜବାଜ ସେଲିବ୍ରେସନ, ଆଶ୍ରୟସ୍ଥଳୀରେ ପିଠା ବାଣ୍ଟିଲା ସ୍ବେଚ୍ଛାସେବୀ ସଙ୍ଗଠନ

ସଜବାଜରେ ଆଶ୍ରୟସ୍ଥଳୀରେ ରଜ ପିଠା ବାଣ୍ଟି ଖୁସି ବାଣ୍ଟିଛି ସ୍ବେଚ୍ଛାସେବୀ ସଙ୍ଗଠନ ସ୍ମାଇଲ ପ୍ଲିଜ ।

6. ଜୁନ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ମାଟ୍ରିକ ରେଜଲ୍ଟକୁ ନେଇ ସରିଲା ଦ୍ବନ୍ଦ୍ବ । ଏହି ମାସ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

7. ନକଲି ଔଷଧ ବିକ୍ରିକୁ ବରଦାସ୍ତ କରାଯିବନି: ସ୍ଵାସ୍ଥ୍ୟମନ୍ତ୍ରୀ

କୋରୋନା ସମୟରେ ବୃଦ୍ଧି ପାଇଛି ନକଲି ମେଡିସିନ କାରବାର ।

8. ଝାରସୁଗୁଡ଼ା ବିମାନ ବନ୍ଦରରେ ILS କାର୍ଯ୍ୟକ୍ଷମ ପାଇଁ DGCAର ଅନୁମତି

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଇଏଲଏସ (ILS) କାର୍ଯ୍ୟକ୍ଷମ ପାଇଁ ଡିଜିସିଏ ଲାଇସେନ୍ସ ପ୍ରଦାନ କରିଛନ୍ତି ।

9. ଶିବସେନା ବିଧାୟକଙ୍କ ମନମୁଖୀ ଶାସନ, କଣ୍ଟ୍ରାକ୍ଟରଙ୍କ ଉପରେ ପକାଇଲେ ଅଳିଆ

ମହାରାଷ୍ଟ୍ର ଚାନ୍ଦିଭାଲି ଶିବସେନା ବିଧାୟକ ଦିଲ୍ଲିପ ଲାଣ୍ଡେଙ୍କ ଶାସନଗିରି ଭିଡିଓ ଭାଇରାଲ ।

10. ଅଭିଷେକଙ୍କ ପାଇଁ ସହାୟତା ମାଗିଲେ ଝିଲିକ

କୋରୋନାରେ ପୀଡିତ ଥିବା ଅଭିଷେକଙ୍କ ପାଇଁ ଓଲିଉଡ ଅଭିନେତ୍ରୀ ଝିଲିକ ସାହାଯ୍ୟ ମାଗିଛନ୍ତି ।

ABOUT THE AUTHOR

...view details