1.ବାଲେଶ୍ବରରେ ପହଞ୍ଚିଲେ ଗ୍ୟାଙ୍ଗଷ୍ଟାର ହାଇଦରର ପତ୍ନୀ, ବ୍ୟବଚ୍ଛେଦ ପରେ ହସ୍ତାନ୍ତର ହେବ ମୃତଦେହ
ହାଇଦରର ମୃତଦେହ ନେବାକୁ ବାଲେଶ୍ବରେ ପହଞ୍ଚିଲେ ପତ୍ନୀ ।
2..ଟୋକିଓ ଅଲମ୍ପିକ୍ରୁ ବାଦ୍ ପଡିଲେ ବକ୍ସର ମନୀଷ କୌଶିକ
3..ବିଚ୍ ରାସ୍ତାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଅଟକ ରଖିଲା କୋଶଳ ସଙ୍ଗଠନ
4..Tokyo Olympics: ସନ୍ତରଣକାରୀ ମାନା ପଟେଲ ନିରାଶ
ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ନିରାଶ ।
5..ହିମାଚଳପ୍ରଦେଶରେ ଭୁସ୍ଖଖଳନ, ପୋଲ ଉପରେ ପଥର ପଡି ୯ ପର୍ଯ୍ୟଟକ ମୃତ