1-ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରିଂକୁ ଝଟକା, କେନ୍ଦ୍ରକୁ ଲେଖିଲେ ଚିଠି
2-ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମଆର ଶାହଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଯାଚିକା ଉପରେ ନୋଟିସ ଜାରି କରିଛନ୍ତି ।
3-ସିଲଭରସିଟିରେ କୋରୋନା ମୃତ୍ୟୁକୁ କମ୍ କରୁଛି ରେମଡେସିଭିର, CMC କରୁଛି ଭରୂପର ସହଯୋଗ
ଦ୍ବିତୀୟ ଲହରରେ କୋରୋନାର ଭୟାବହତାକୁ କମ୍ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।
4-ଲକଡାଉନରେ ଅଧିକ ଲୁଟିଛନ୍ତି ସାଇବର ଠକ, ମାସିକ ରିପୋର୍ଟ ଦେଲା Cyber HelpDesk
5-ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ