1-ରାଜ୍ୟରେ ପିକ ସ୍ଥିତି ଆଡ଼କୁ ମୁହାଁଉଛି କୋଭିଡ ସଂକ୍ରମଣ
ଆଗାମୀ 7 ରୁ 10 ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।
2-ମହାମାରୀ କୌଣସି ଲୁଚାଇବା ବିଷୟ ନୁହେଁ: କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର
ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।
3-ନାରଦା ଷ୍ଟିଙ୍ଗ ମାମଲା: ମମତାଙ୍କ ବିରୋଧରେ ଅଭିଯୋଗ ଆଣିଲା CBI
ନାରଦା ଷ୍ଟିଙ୍ଗ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ଆଣିଛି ସିବିଆଇ ।
4-ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର
ଗୋଟିଏ ପକ୍ଷେ ଲୋକଙ୍କ ମନରେ ଭୂତାଣୁକୁ ନେଇ ଭୟ ରହିଥିବାବେଳେ ଅନ୍ୟପକ୍ଷେ ଛାତି ଥରାଉଛି ବ୍ଲାକ ଫଙ୍ଗସ ।
5-ତାଉ'ତେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପିଏମ ମୋଦି
ପ୍ରଧାନମନ୍ତ୍ରୀ ଅହମଦାବାଦରେ ବାତ୍ୟାର କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରିବେ ।