ଓଡିଶା

odisha

ETV Bharat / bharat

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5 PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS @5 PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 24, 2020, 5:16 PM IST

1. ରିମାଣ୍ଡ ପରେ କୋର୍ଟରେ ହାଜର ହେଲା ସରୋଜ

ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର ହେଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀ ।

2. ତିନି ଦିନିଆ ରିମାଣ୍ଡରେ ଡି-ବ୍ରଦର୍ସ

କୋର୍ଟରେ ହାଜର ହେଲେ ଡି-ବ୍ରଦର୍ସ । ଘରୁ ବନ୍ଧୁକ ଜବତ ହେବା ଘଟଣାରେ କୋର୍ଟରେ ହାଜର ହେଲେ ଦୁଇ ଭାଇ । କୋର୍ଟ ୩ ତିନି ଦିନ ରିମାଣ୍ଡର ଅନୁମତି ପ୍ରଦାନ କରିଛନ୍ତି ।

3. ବଦଳିଲେ ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ, କୋଲକାତା ପୋର୍ଟ ଅଧ୍ୟକ୍ଷଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ

ବଦଳିଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ । ନୂତନ ଅଧ୍ୟକ୍ଷ ଭାବେ କୋଲକତା ପୋର୍ଟ ଅଧ୍ୟକ୍ଷ ବିନୋଦ କୁମାରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

4. ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନରୁ ହଟିବେନି ଚାଷୀ: ରାହୁଲ ଗାନ୍ଧୀ

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

5. ବାମଦଳ ସହ ମିଶି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢିବ କଂଗ୍ରେସ

ବାମଦଳ ସହ ମିଶି କଂଗ୍ରେସ ପଶ୍ଚିମବଙ୍କ ବିଧାନସଭା ନିର୍ବାଚନ ଲଢିବ ବୋଲି କରିଛି ଘୋଷଣା ।

6.ରାଉରକେଲାରେ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍‌, ଖେଳାଯିବ 2023 ବିଶ୍ବକପ୍‌

ହକିର ଏନ୍ତୁଡିଶାଳ ରାଉରକେଲାରେ ହେବ ହକି ଷ୍ଟାଡିୟମ୍ । ଖେଳାଯିବ 2023 ହକି ବିଶ୍ବକପ୍‌ ।

7.ଶୁଭାରମ୍ଭ ହେବ ଓଡିଶାର ପ୍ରଥମ ଟାଉନ ପ୍ଲାନିଂ ସ୍କିମ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି(ଗୁରୁବାର) ଓଡ଼ିଶାର ସର୍ବପ୍ରଥମ ଟାଉନ୍ ପ୍ଲାନିଂ ଯୋଜନା ଏବଂ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରିବେ ।

8.‘ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ

ଅରୁଣାଚଳପ୍ରଦେଶର ‘ବ୍ରହ୍ମପୁତ୍ର ଆମନ୍ତ୍ରଣ ଅଭିଯାନ’କୁ ବୁଧବାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ।

9.24 ୟୁକେ ଫେରନ୍ତାଙ୍କୁ ଭୋପାଳରେ ସଙ୍ଗରୋଧ

ମଧ୍ୟପ୍ରଦେଶର ଭୋପାଳରେ 24 ୟୁକେ ଫେରନ୍ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । କୋଭିଡ ପରୀକ୍ଷା ହେବା ପରେ ସେମାନଙ୍କୁ ଛଡାଯିବ ବୋଲି ଜଣାପଡିଛି ।

10.ନୂଆ ଷ୍ଟ୍ରେନ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଡିଏମଇଟି ଓ ଆଇଏଲଏସ ନିର୍ଦ୍ଦେଶକ

ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି

ABOUT THE AUTHOR

...view details