ଓଡିଶା

odisha

By

Published : Oct 23, 2022, 3:07 PM IST

ETV Bharat / bharat

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS AT 3PM ର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
Top News AT 3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବିକାଶ କାର୍ଯ୍ୟ ତଦାରଖ କରିବାକୁ ୩୦ IASଙ୍କୁ ଜିଲ୍ଲା ଦାୟିତ୍ୱ

୩୦ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ବିକାଶ ଦାୟିତ୍ବ ଦେଲେ ରାଜ୍ୟ ସରକାର

2. ଆସନ୍ତା ଜୁନରେ ଚନ୍ଦ୍ରଯାନ-3: ଇସ୍ରୋ ଅଧ୍ୟକ୍ଷ

ଚନ୍ଦ୍ରଯାନ-3 ମିଶନ ଏକ ପ୍ରକାର ସରିଛି । ଚୂଡାନ୍ତ ପରୀକ୍ଷା ଏକ ପ୍ରକାଶ ଶେଷ ହୋଇଛି । ଆସନ୍ତା ବର୍ଷ ଜୁନ ଆଡକୁ ଚନ୍ଦ୍ରଯାନ-୩ ମିଶନ ପାଇଁ ଯୋଜନା ରଖିଛି ଇସ୍ରୋ

3. ତୃତୀୟ ଥର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ନିର୍ବାଚିତ ହେଲେ ସି ଜିନପିଙ୍ଗ୍

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି

4. ଦୀପାବଳି ପାଇଁ ସଜେଇ ହୋଇଛି ବଦ୍ରିନାଥ ମନ୍ଦିର, ଦେଖନ୍ତୁ ଦୃଶ୍ୟ

ଦୀପାବଳି ଅବସରରେ ସଜେଇ ହୋଇଛି ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର । 12 ଶହ କ୍ବିଣ୍ଟାଲ ଗେଣ୍ଡୁ ଏବଂ ବିଭିନ୍ନ ରଙ୍ଗୀନ ଫୁଲରେ ମନ୍ଦିରକୁ ସଜାଯାଇଛି

5. ଏକାମ୍ର ହାଟରେ ମେଲିଛି ମାଟିଦୀପର ପସରା, ମନମୋହୁଛି ରଙ୍ଗବେରଙ୍ଗର ଦୀପ

ଆଉ ଦିନକ ପରେ ଆଲୋକର ପର୍ବ ଦିପାବଳୀ । ଦୀପ ଆମ ପରମ୍ପରାର ପ୍ରତୀକ ଆଉ ପରିବେଶ ସୁରକ୍ଷାର କବଚ । ଆଉ ଏହି ପର୍ବରେ ବିଶେଷ ଭାବେ ଦୀପର ବ୍ୟବହାର ହେଉଥିବା ବେଳେ ରାଜଧାନୀରେ ମେଳିଛି ଦୀପର ପସରା

6. ନିଦାନ ପୋର୍ଟାଲରେ ମିଳିବ ଡ୍ରଗ୍ସ କାରବାରରେ ଜଡିତ ଅଭିଯୁକ୍ତଙ୍କ ସୂଚନା

ନିଦାନ ପୋର୍ଟାଲରେ ମିଳିବ ଡ୍ରଗ୍ସ କାରବାରରେ ଜଡିତ ଅଭିଯୁକ୍ତଙ୍କ ସୂଚନା । ଏହି ପୋର୍ଟାଲକୁ ବିକଶିତ କରିଛି ଏନସିବି

7. ରେସ୍ତୋରାଁରେ ବଦଳିଛି ରେଳ କୋଚ, ଜାଣନ୍ତୁ କେଉଁଠି

ରେସ୍ତୋରାଁରେ ପରିଣତ ହୋଇଛି ରେଳ କୋଚ । ପଶ୍ଚିମ ବଙ୍ଗ ଉତ୍ତର-ପୂର୍ବ ସୀମା ରେଳ ସିଲିଗୁଡି ନୂଆ ଜଲପାଲିଗୁଡି ଷ୍ଟେସନରେ ପର୍ଯ୍ୟଟକଙ୍କ ପାଇଁ ଏହି ରେସ୍ତୋରାଁର ଶୁଭାରମ୍ଭ ହୋଇଛି । ରେଳ ବଗିକୁ ରେସ୍ତୋରାଁର ରୂପ ଦିଆଯାଇଛି

8. ଆସନ୍ତା ଜୁନରେ ଚନ୍ଦ୍ରଯାନ-3: ଇସ୍ରୋ ଅଧ୍ୟକ୍ଷ

ଚନ୍ଦ୍ରଯାନ-3 ମିଶନ ଏକ ପ୍ରକାର ସରିଛି । ଚୂଡାନ୍ତ ପରୀକ୍ଷା ଏକ ପ୍ରକାଶ ଶେଷ ହୋଇଛି । ଆସନ୍ତା ବର୍ଷ ଜୁନ ଆଡକୁ ଚନ୍ଦ୍ରଯାନ-୩ ମିଶନ ପାଇଁ ଯୋଜନା ରଖିଛି ଇସ୍ରୋ

9. Salman Khan Health Update: ସୁସ୍ଥ ହେଉଛନ୍ତି ସଲ୍ଲୁ, ସେଟ୍‌କୁ ଫେରିବେ ଏହି ଦିନ

ବଲିଉଡ ଅଭିନେତା ସଲମାନ ଖାନ ଡେଙ୍ଗୁ ରୋଗରେ ପୀଡିତ ଅଛନ୍ତି । ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି

10. T20 World Cup: ଟସ ଜିତିଲା ଭାରତ, ବ୍ୟାଟିଂ କରିବ ପାକିସ୍ତାନ

ମେଲବୋର୍ଣ୍ଣରେ ଆରମ୍ଭ ହୋଇଛି ଭାରତ ପାକିସ୍ତାନ ମହାମୁକାବିଲା । ପାକିସ୍ତାନ ବିପକ୍ଷରେ ଟସ ଜିତିଲା ଭାରତ । ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆ

ABOUT THE AUTHOR

...view details