୧. ନକଲି ଔଷଧ କାରବାର ଘଟଣା, CBI ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
କଟକରୁ ପୁଣି ନକଲି ଔଷଧ ଜବତ ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା
୨. ପରୀକ୍ଷାର୍ଥୀଙ୍କୁ ପୂର୍ବତଟ ରେଳପଥର ପରାମର୍ଶ, ଦଲାଲଙ୍କଠୁ ଦୂରରେ ରୁହ
୩. ତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି
୪. ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ
ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ ମାରିଲେ ବ୍ୟବସାୟୀ
୫. ପୂଜା ଛୁଟି ପରେ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ, ପିଲା ପଢ଼ିବେ ପୁରୁଣା ପାଠ