ଓଡିଶା

odisha

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 26, 2022, 3:03 PM IST

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଯାତ୍ରୀଙ୍କ ପାଇଁ ଖୁସି ଖବର: ତେଲ ଦର କମିବା ପରେ କମିଲା ବସ୍ ଭଡା

ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ପେଟ୍ରୋଲ ଡିଜେଲ ଦର କମିବା ପରେ କମିଲା ବସ୍‌ ଭଡା ।

୨. ଲାଲ ବାହିନୀର ଲଙ୍କାକାଣ୍ଡ, ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୪ ଗାଡି

କିଛି ଦିନର ନୀରବତା ପରେ ପୁଣି ନିଜର ଦବଦବା ଜାହିର କଲେ ଲାଲବାହିନୀ । ରାସ୍ତା କାମକୁ ବିରୋଧ କରି ୪ଟି ଗାଡି ଜାଳି ଦେଲେ ମାଓବାଦୀ ।

୩. ଭୀମଭୋଇ ମେଡିକାଲ୍ ଛାତ୍ର ମୃତ୍ୟୁ ଘଟଣା, ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା NHRC

ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣାରେ ଦିନ ଗଡିବାରେ ଲାଗିଛି । 4 ସପ୍ତାହ ଭିତରେ ଘଟଣାର ରିପୋର୍ଟ ଦେବାକୁ ଏନ୍ଏଚ୍ଆରସି

୪. ହାଇଦ୍ରାବାଦରେ PM ମୋଦି, ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍‌ କାର୍ଯ୍ୟକ୍ରମରେ ଯୋଗଦେବେ

ହାଇଦ୍ରାବାଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ISBର ବିଂଶତମ ଉତ୍ସବରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ ।

୫. Srinagar-Kargil Accident: 1200ଫୁଟ ଖାଇକୁ ଖସିଲା ଯାନ, ବାପ-ପୁଅ ସମେତ 9 ମୃତ

ଜୋଜିଲା ପାସ ଦୁର୍ଘଟଣା ଭଳି ଜମ୍ମୁକାଶ୍ମୀର ଶ୍ରୀନଗର-କାର୍ଗିଲ ହାଇୱେରେ ଘଟିଛି ଆଉ ଏକ ଦୁର୍ଘଟଣା । ଦୁର୍ଘଟଣାରେ ବାପ ପୁଅଙ୍କ ସମେତ 9 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

୬. Kedarnath Yatra 2022: ତୀର୍ଥଯାତ୍ରା ହେଉଛି ଶେଷଯାତ୍ରା, ଆଉ ୪ ଯାତ୍ରୀଙ୍କ ମୃତ୍ୟୁ

ବୁଧବାର ଦିନ କେଦାରନାଥରେ (Kedarnath Yatra 2022) ଚାରିଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ହୃଦଘାତ ଜନିତ ଓ ଅନ୍ୟାନ୍ୟ ରୋଗ ଯୋଗୁଁ ୩୮ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇସାରିଲେଣି ।

୭. IOCL Crude Oil Pipeline Bursts: ପାରାଦ୍ୱୀପରେ ଫାଟିଲା ଅଶୋଧିତ ତୈଳ ପାଇପ, ଧାନ ଜମିରେ ମାଡିଲା ହଜାର ହଜାର ଲିଟର ତେଲ

lOCL ପାଇପ ଲାଇନ ଫାଟିବା ଯୋଗୁଁ ହଜାର ହଜାର ଲିଟର ଅଶୋଧିତ ତୈଳ (Crude Oil) ଧାନ ଜମି ଭିତରକୁ ମାଡ଼ି ଆସିଛି ।

୮. ଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ, ଜଣେ ମୃତ ୬ ଗୁରୁତର

ଭଦ୍ରକ 16 ନମ୍ବର ଜାତୀୟ ରାଜପଥର ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।

୯. IPL 2022: ରାହୁଲଙ୍କ ବିରଳ ରେକର୍ଡ, ୪ଟି ସିଜନରେ ସର୍ବାଧିକ ରନ୍‌

୪ଟି ସଂସ୍କରଣରେ ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରିବାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଇତିହାସରେ ଲକ୍ଷ୍ନୌ ସୁପରଜିଆଣ୍ଟସ(LSG) କ୍ୟାପଟେନ କେଏଲ ରାହୁଲ ହେଲେ ପ୍ରଥମ ଖେଳାଳି ।

୧୦. କାଲି ପରଦାକୁ ଆସିବ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣ

ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଅକ୍ଷୟ ପରିଜା ପ୍ରଡକ୍ସନର ଚଳଚ୍ଚିତ୍ର 'ଦୃଷ୍ଟିକୋଣ'।

ABOUT THE AUTHOR

...view details