1.ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ଘଟଣା, ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ
ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା । ଆଜି(ସୋମବାର) କୋର୍ଟରେ ହେବ ସାକ୍ଷ୍ୟ ଗ୍ରହଣ ।
2.ଧିକ୍ ସେ ସନ୍ତାନ, ରୋଗୀଣା ମା’କୁ ମରଣ ମୁହଁକୁ ଠେଲିଦେଲା ପରିବାର
ଅସୁସ୍ଥ ବୃଦ୍ଧାଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ପରିବାର ଲୋକେ ଏକ ପାଲଟଣା ଘରେ ଜଙ୍ଗଲରେ ଛାଡ଼ି ଚାଲିଯାଇଥିବା ଦେଖିବାକୁ ମିଳିଛି ।
3.କାହିଁକି ଲକ୍ଷାଧିକ ମୂଲ୍ୟରେ ନିଲାମ ହେଉଛି ବାଲାପୁର ଲଡୁ, ଜାଣନ୍ତୁ ରୋଚକ ତଥ୍ୟ ?
ବାଲାପୁର ଗଣେଶ ଲଡୁର ରହିଛି ଚାହିଦା । ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାରେ ହେଉଛି ନିଲାମ ।
4.ବିଜେଡିରେ JMMର ହୋଇଛି ବିଲୟ: ସୁଦାମ ମାରାଣ୍ଡି
ବିଜେଡ଼ିରେ ଚାଲିଛି ମିଶ୍ରଣ ପର୍ବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଶତାଧିକ କର୍ମୀ ଓ ନେତା ଦଳରେ ସାମିଲ ହୋଇଛନ୍ତି ।
5.ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ, ପରିବାରକୁ ମିିଳିବ ୪ ଲକ୍ଷର ସହାୟତା
ମିଳିଲା ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତଦେହ । ପଞ୍ଚଶଖା ନଗରରୁ ମୃତଦେହ ଉଦ୍ଧାର ।