1.ଆଜିଠୁ ୟୁଜି ପିଜି ଅଫଲାଇନ କ୍ଲାସ, ନାହାଁନ୍ତି ପିଲା
ଆଜିଠାରୁ ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ଆରମ୍ଭ । ପ୍ରଥମ ଦିନରେ କମିଛି ଉପସ୍ଥାନ ।
2.କାବୁଲ ବିମାନ ବନ୍ଦରରେ ଭୟଙ୍କର ସ୍ଥିତି, ବିମାନରେ ଚଢିବାକୁ ଠେଲାପେଲା ଜନସମୁଦ୍ର
ଆଫଗାନିସ୍ତାନ ଏୟାରସ୍ପେସ ବନ୍ଦ ନିଷ୍ପତ୍ତି ପରେ କାବୁଲକୁ ବିମାନ ଉଡାଣ ବନ୍ଦ ରଖିଛି ଏୟାର ଇଣ୍ଡିଆ ।
3.ରାଜ୍ୟରେ ଦୁଇ ଦିନରେ 242 ଶିଶୁ କୋରୋନା ସଂକ୍ରମିତ, 9 ରୁ 18 ବର୍ଷ ବୟସ୍କ ଶିଶୁ ଆକ୍ରାନ୍ତ
ରାଜ୍ୟରେ ଚିନ୍ତା ବଢାଇବାରେ ଲାଗିଛି କୋରୋନା । ଗତ ୨ ଦିନ ମଧ୍ୟରେ ରାଜ୍ୟରେ ୨୪୨ ଶିଶୁ ହୋଇଛନ୍ତି କୋରୋନାରେ ଆକ୍ରାନ୍ତ
4.ଆସୁଛି ରାକ୍ଷୀ ପୂର୍ଣ୍ଣିମା, ଏଥର ଭାଇ ହାତରେ ଭଉଣୀ ବାନ୍ଧିବ ଟେରାକୋଟା ରାକ୍ଷୀ
5.ଆସନ୍ତା ୨୦ରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲଥ୍ କାର୍ଡ
ଆସନ୍ତା ୨୦ରେ ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ର ଦ୍ଵିତୀୟ ଲହର ପରେ ପ୍ରଥମ ଥର ଜିଲ୍ଲା ଗସ୍ତରେ ଯିବେ ନବୀନ ।