1. ସୁପ୍ରିମକୋର୍ଟଙ୍କ ବଡ ରାୟ; ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଅସାମ୍ବିଧାନିକ
2. ପୂରଣ ହେଲା ସ୍ବପ୍ନ: ବିଶ୍ବବିଦ୍ୟାଳୟ ହେଲା ଖଲ୍ଲିକୋଟ ସ୍ବଂୟଶାସିତ କଲେଜ
3. 180ରୁ ଊର୍ଦ୍ଧ୍ବ କ୍ରାଇଜେନିକ୍ ଅକ୍ସିଜେନ କଣ୍ଟେନର ପରିବହନ କରିଛି ଭାରତୀୟ ବାୟୁସେନା
4. କୋଭିଡ ମୁକାବିଲା: 50 ହଜାର କୋଟିର ଋଣ ବ୍ୟବସ୍ଥା କଲା ଆରବିଆଇ
ଦେଶରେ ଭୟଙ୍କର ରୂପ ଧାରଣ କରିଛି କୋରୋନାର ଦ୍ବିତୀୟ ଲହର । ଏନେଇ ଭାରତକୁ ଅନେକ ଦେଶ ସହଯୋଗର ହାତ ବଢାଇଛି ।
5.ବଙ୍ଗଳାରେ ମମତା ରାଜ; ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ