1-ଲିଙ୍ଗରାଜ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ
ଲିଙ୍ଗରାଜ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସାଂସଦ ।
2-କାର୍ଲାପାଟ ହାତୀ ମୃତ୍ୟୁ ଘଟଣା, ତଦନ୍ତ ପାଇଁ କଳାହାଣ୍ଡିରେ ସ୍ବତନ୍ତ୍ର ଟିମ
3-କୋଟିଆ ପରେ ଜୁମଡାଙ୍ଗ ଗାଁ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି
4-ମିଳୁନି ମିଲରଙ୍କ ଦେଖା, ଧାନମଣ୍ଡିରେ ପଡି ରହିଛି ଧାନ
5-ମୋ ବସରେ ଯମରାଜ-ଚିତ୍ରଗୁପ୍ତ