1. ସ୍କୁଲ ବନ୍ଦ ପ୍ରସଙ୍ଗରେ କମ୍ପିଲା ଗୃହ, ଅପରାହ୍ନ ୩ ଯାଏଁ ମୁଲତବୀ
2. ପର୍ଯ୍ୟଟନ ଶିଳ୍ପକୁ ଟ୍ରାକକୁ ଆଣିବାକୁ ପ୍ରୟାସ; IRCTC ଆରମ୍ଭ କଲା ଟୁରିଷ୍ଟ ପ୍ୟାକେଜ
3. ଚେନ୍ନାଇ ଗସ୍ତରେ ଶାହ, କୋର କମିଟି ବୈଠକରେ ହେବେ ସାମିଲ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଚେନ୍ନାଇ ଗସ୍ତ କରିଛନ୍ତି । ଚେନ୍ନାଇରେ ଦଳର କୋର କମିଟି ବୈଠକରେ ସାମିଲ ହେବେ ।
4. ବିଷମ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ, ସମସ୍ୟାରେ ଲୋକେ'
ଦିଲ୍ଲୀରେ ହୁହୁ ହୋଇ ବଢୁଛି ପ୍ରଦୂଷଣ । ଟ୍ରାଫିକ, ଶ୍ବାସକ୍ରିୟା ଓ ଆଖି ପୋଡିବା ଭଳି ଅସୁବିଧା ଭୋଗୁଛନ୍ତି ଲୋକେ ।
5. ଚେନ୍ନାଇ ବିମାନବନ୍ଦରୁ 26 କୋଟି ମୂଲ୍ୟର ସୁନା ଜବତ