1. ଆସନ୍ତାକାଲିଠୁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ
ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଆରମ୍ଭ ହେବ ବୋଲି ଜଣାପଡିଛି ।
2. ମହାମାରୀ କୋପ: IPL 2021 ବାତିଲ
3. 'ସଂକ୍ରମଣ ରୋକିବା ପାଇଁ ଏକମାତ୍ର ଉପାୟ ସମ୍ପୂର୍ଣ୍ଣ ଲକଡାଉନ'
ଦେଶରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଏକମାତ୍ର ଉପାୟ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
4. ଅଟୋ ରିକ୍ସା ଚାଳକଙ୍କୁ ମିଳିବ ମାଗଣା ରାସନ ଓ 5 ହଜାର ଟଙ୍କା
5.କୋଭିଡ ନିୟମକୁ ଅଣଦେଖା: ରାଜଧାନୀରେ ଚାଲିଛି ଗୁରୁକୁଳ ସ୍କୁଲ