1.ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦେବାପାଇଁ କେନ୍ଦ୍ରକୁ ନବୀନଙ୍କ ସୁପାରିଶ
2.ମାଓବାଦୀଙ୍କ ବର୍ବର କାଣ୍ଡ, ଠିକାଦାରଙ୍କୁ ନିର୍ମମ ହତ୍ୟା ପରେ ଜାଳିଲେ ବୋଲେରୋ
ପୁଣି ମାତିଲେ ମାଓବାଦୀ, ଭିଆଇଲେ ଲଙ୍କାକାଣ୍ଡ । ଠିକାଦାରଙ୍କୁ ନିମର୍ମ ଭାବେ ହତ୍ୟା କରି ଗାଡି ଜାଳି ଦେଲେ ।
3.ସାରସ୍ବତ ମନୋଜ ଦାସଙ୍କୁ JIPMER ମେଡିକାଲକୁ ସ୍ଥାନାନ୍ତର
4.୨୬୨ କୋଟି ଟଙ୍କାର ଫେକ ଇନଭଏସ ଠକେଇ, ଜିଏସଟି ଇଣ୍ଟେଲିଜେନ୍ସର ବଡଧରଣର ରେଡ୍
ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ । ରାଉଲକେଲାରୁ ବ୍ୟବସାୟୀକୁ ଗିରଫ କଲେ ଡିଜିଜିଆଇ ।
5.ରାଜ୍ୟରେ ଦିନକରେ 351 କୋରୋନା ଆକ୍ରାନ୍ତ ଚିହ୍ନଟ