1. ରଥଯାତ୍ରା ପ୍ରସ୍ତୁତି, ଗଜପତିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ
ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ମହାପ୍ରଭୁଙ୍କ ସମସନ୍ତ ନୀତିକାନ୍ତି ପରିଚାଳନା ନେଇ ଆଲୋଚନା ।
2. ଦିଲ୍ଲୀ ଗସ୍ତରେ PCC ସଭାପତି ଶରତ ପଟ୍ଟନାୟକ
3. ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ
4. ପଞ୍ଜାବର ଏହି ପୂର୍ବତନ ମନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
5. ଲାଲୁ ଯାଦବଙ୍କ ରୁମ୍ରେ ଅଚାନକ ଲାଗିଲା ନିଆଁ