୧. ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା
୨.ଆଜି ମହାପ୍ରଭୁଙ୍କ ଖସାପଡା ନୀତି, 4 ଘଣ୍ଟା ଦର୍ଶନ ବନ୍ଦ
୩. ନିୟନ୍ତ୍ରିତ ବଜାର କମିଟିର କୁବେର ସମ୍ପାଦକ ଗିରଫ, 2.71 କୋଟିର ସମ୍ପତ୍ତି ଜବତ
୪. ଯୁବକଙ୍କୁ ଲଣ୍ଡା କରି ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ, ଦୁଇ ପକ୍ଷରୁ ମାମଲା
ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ସାତବେଣ୍ଟିଆ କରି ଗାଁ ଦାଣ୍ଡରେ ବୁଲାଯାଇଛି ।
୫. +2 EXAM: ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ