1.ପୁଣି ପଡିଲା 5T ଛାଟ, 5 ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର
ଦୁର୍ନୀତି ଦମନ ପାଇଁ ପୁଣି ଆଉ ୫ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର ।
2.Fodder scam: RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ
ବହୁ ଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ RJD ମୁଖ୍ୟ ଲାଲୁ ପ୍ରସାଦ ଯାଦବ ।
3.Odisha Legislative Council Resolution: କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି
4.ଅଭିଯୁକ୍ତକୁ ଧରିବାକୁ ଯାଇଥିଲେ ଦିଲ୍ଲୀ, ରାଜସ୍ଥାନରେ ଜିପ ଓଲଟି 4 ଗୁଜୁରାଟ ପୋଲିସକର୍ମୀ ମୃତ
5.୧୩ ବର୍ଷୀୟ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ କଲେ ୧୬
ରାଜସ୍ଥାନର ଭରତପୁର ଜିଲ୍ଲାରେ ୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କଲେ ୧୬ । ପୋଲିସର ଛାନଭିନ ଜାରି ।