1. ବିଶ୍ବର ସବୁଠୁ ଲୋକପ୍ରିୟ ନେତା ମୋଦି, ପଛରେ ପଡିଲେ US-UK ରାଷ୍ଟ୍ରପତି
ଲୋକପ୍ରିୟତା କ୍ଷେତ୍ରରେ ଆମେରିକା, ବ୍ରିଟେନ ରାଷ୍ଟ୍ରପତିଙ୍କୁ ପଛରେ ପକାଇଲେ ପିଏମ ମୋଦି ।
2. ଇରାକ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ଡ୍ରୋନ ଆଟାକ୍
3. National Cancer Awareness Day: କ୍ୟାନସରଠୁ ହାରିବାନି, ହରାଇବା
କ୍ୟାନସର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ । ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ହରାଇଥାନ୍ତି ।
4. ରେଳ ଲାଇନ ପାର୍ ବେଳେ ମାଡି ଆସିଲା ଲୌହଦାନବ, ଚାଲିଗଲା 4 ଜୀବନ
ରେଲୱେ କ୍ରସିଂରେ ଯାଉଥିବା ବେଳେ ମାଡି ଆସିଲା ଟ୍ରେନ । ଏକାସଙ୍ଗରେ ଆଖି ବୁଜିଲେ ଗୋଟିଏ ପରିବାରର ୪ ଜଣ ।
5. ଉତ୍ତରପ୍ରଦେଶ କନ୍ନୌଜରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ