1.ଜାମ୍ମୁ କାଶ୍ମୀରରେ ବିସ୍ଫୋରଣ, ୫ ଗୁରୁତର
2.ମମିତାଙ୍କ ଘରେ ବିଜେପିର ଉଚ୍ଚସ୍ତରୀୟ ଟିମ୍
3.2022 Assembly polls: ଦଳୀୟ ନେତାଙ୍କ ସହ ଆଜି ବୈଠକ କରିବେ ସୋନିଆ
4.ମନୀଷ ଅନୁରାଗ ମୃତ୍ୟୁ ମାମଲା, ଚାଲିଛି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ
ମନୀଷ ଅନୁରାଗ ହତ୍ୟା ମାମଲା । ରସୁଲଗଡ଼ ଫରେନସିକ ଲ୍ୟାବରେ ଚାଲିଛି ଅଭିଯୁକ୍ତ ପଲିଗ୍ରାଫ ଟେଷ୍ଟ ।
5.'ସଂକ୍ରମଣ କମିବା ଯୋଗୁଁ କୋଭିଡ଼ ପରୀକ୍ଷା ପାଇଁ ଅରାଜି ଲୋକେ'
ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ କମିବା ଯୋଗୁଁ ଲୋକେ କୋଭିଡ଼ ପରୀକ୍ଷା ପାଇଁ ଆଗ୍ରହ ଦେଖାଉନଥିବା କୁହାଯାଇଛି ।