1. ତାଲିବାନ କବଜାରେ ପଞ୍ଜଶୀର ! NRF କହିଲା ଦାବି ସମୂର୍ଣ୍ଣ ଭିତ୍ତିହୀନ
2. ନର୍ଦ୍ଦନ ଆଲାଏନ୍ସର ଅସ୍ତ୍ରବିରତି ଆହ୍ବାନ, ପ୍ରତ୍ୟାଖ୍ୟାନ କଲା ତାଲିବାନ
3. ଆଜିଠୁ OJEE; ପ୍ରଥମ ଦିନରେ ବି.ଫାର୍ମା ପାଇଁ ଚାଲିଛି ପରୀକ୍ଷା
ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।
4. ACF ସୌମ୍ୟରଞ୍ଜନଙ୍କୁ ନ୍ୟାୟ ଦାବିରେ ଖଇରା ବନ୍ଦ ଡାକରା
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ୯ ତାରିଖରେ ଖଇରା ବନ୍ଦ ଡାକରା ।
5. ଦିନକରେ 38948 ପଜିଟିଭ ଚିହ୍ନଟ, ୨୧୯ ମୃତ