1.ବୋମା ପକାଇ IGI ବିମାନବନ୍ଦର ଉଡାଇବାକୁ ଧମକ, ବଢିଲା ସୁରକ୍ଷା
2.ମାଉରେ ଓଲଟିଲା କାର, ଲିଭିଗଲା 5 ଜୀବନ ଦୀପ
କାର ଓଲଟି ୫ ମୃତ,2 ଆହତ । ପୋଲିସର ତଦନ୍ତ ଜାରି । ଉତ୍ତରପ୍ରଦେଶରେ ଘଟିଛି ଏହି ଅଘଟଣ ।
3.ଶେଷ ହେଉଛି ଅଲମ୍ପିକ୍, ଜାଣନ୍ତୁ ପଦକ ତାଲିକାରେ ଭାରତ କେଉଁଠି ?
4.କୋରୋନାକୁ ମାତ ଦେଉଛି କୋଭାକ୍ସିନ-କୋଭିସିଲ୍ଡ ମିଶ୍ରଣ : ICMR
5.ବୋରଓ୍ବେଲରେ ପଡି ୩ ବର୍ଷର ଶିଶୁକନ୍ୟା ମୃତ
ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ବୋରୱେଲରେ ପଡ଼ି ୩ବର୍ଷର ଶିଶୁକନ୍ୟାର ମୃତ ।