ଓଡିଶା

odisha

By

Published : Aug 3, 2021, 1:01 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ବୋର୍ଡ ପରୀକ୍ଷା ଫଳ ।

2. ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତ

ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତପଞ୍ଜାବର ପଠାନକୋଟରେ ଥିବା ରଞ୍ଜିତ ସାଗର ହ୍ରଦରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିବା ମିଳିଛି ସୂଚନା ।

3. STATE CORONA DEATH; ଆଜି ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ସୁନ୍ଦରଗଡରୁ ସର୍ବାଧିକ ୨୩ ଜଣଙ୍କ ଜୀବନ ଯାଇଛି ।

4. ସଂସଦ ପର୍ଯ୍ୟନ୍ତ ବିରୋଧୀଙ୍କ ସାଇକେଲ ମାର୍ଚ୍ଚ

ଆଜି(ମଙ୍ଗଳବାର) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଆହ୍ବାନ କ୍ରମେ ବ୍ରେକଫାଷ୍ଟ ବାହାନାରେ ଏକାଠି ହୋଇଥିଲେ ସମସ୍ତ ରାଜ୍ୟସଭା ଓ ଲୋକସଭାର ବିରୋଧୀ ଦଳ ସାଂସଦ ।

5. ସମୟ କାନ୍ଦିବାର ନୁହେଁ, ବ୍ରୋଞ୍ଜ ମ୍ୟାଚ୍‌ ଉପରେ ଫୋକସ କର: ମନପ୍ରୀତ ସିଂହ

ପୁରୁଷ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହ ଓ ଷ୍ଟାର ଗୋଲ୍‌କିପର କହିଛନ୍ତି ମନଦୁଃଖ କରିବାକୁ ସମୟ ନାହିଁ, କାରଣ ବ୍ରୋଞ୍ଜ ପଦକ ମ୍ୟାଚ୍‌ ଉପରେ ଫୋକସ କରିବାକୁ ହେବ ।

6. ନିଜ ବନ୍ଧୁକରୁ ଗୁଳି କରି ସିକ୍ୟୁରିଟି ଗାର୍ଡଙ୍କ ଆତ୍ମହତ୍ୟା

ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ । ଭୁବନେଶ୍ବରରେ ଘଟିଛି ଏପରି ଅଭାବନୀୟ ଘଟଣା ।

7. Tokyo Olympics: ଶେଷ ୩୫ ସେକେଣ୍ଡରେ ହାରିଗଲେ କୁସ୍ତିଯୋଦ୍ଧା ସୋନମ

୧୯ ବର୍ଷୀୟା ଯୁବ ଭାରତୀୟ କୁସ୍ତିଯୋଦ୍ଧା ସୋନମ ମଲିକ ଚଳିତ ଟୋକିଓ ଅଲମ୍ପିକର ପ୍ରାରମ୍ଭିକ ପର୍ଯ୍ୟାୟରୁ ବାହାର ।

8. ଦିନକରେ 30,549 ସଂକ୍ରମିତ ଚିହ୍ନଟ, 422 ମୃତ

ଗତ 24 ଘଣ୍ଟାରେ 30 ହଜାର 549 ନୂଆ ଆକ୍ରାନ୍ତ ଚିହ୍ନଟ, 422 ମୃତ ।

9. ଖୋଲିଲା ମା' ସମଲେଶ୍ୱରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଚାଲିଛି ଦର୍ଶନ

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ସମ୍ବଲପୁର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିର । କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ ।

10. #JeeneDO: ମହିଳାଙ୍କ ସମ୍ପର୍କରେ କିଏ ଦେଇଥିଲେ ବିବାଦୀୟ ମନ୍ତବ୍ୟ, ପଢନ୍ତୁ ରିପୋର୍ଟ

ପର୍ଯ୍ୟଟନସ୍ଥଳୀ ଗୋଆର ବେଳାଭୂମିରେ ଦୁଇ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ ପରେ ପଡୁଛି ଉଠୁଛି ରାଜ୍ୟ ରାଜନୀତି । ଏବେ ବିରୋଧୀଙ୍କ ଟାର୍ଗେଟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ତେବେ ମହିଳାଙ୍କୁ ନେଇ କିଏ କେବେ କଣ କହିଥିଲେ ।

ABOUT THE AUTHOR

...view details