1. ରାଜ୍ୟରେ 40 ଜଣଙ୍କ ଜୀବନ ନେଲା କୋରୋନା
ଆଜି ରାଜ୍ୟରେ 40 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ନଜର ପକାନ୍ତୁ କେଉଁ ଜିଲ୍ଲାରୁ କେତେ ପ୍ରାଣ ହରାଇଛନ୍ତି...
2. ବାତିଲ୍ ହେବ ଯୁକ୍ତ ଦୁଇ ପରିକ୍ଷା !
3. ଗୁଣୁପୁର ସବ୍ ଜେଲରେ ୭୬ ପଜେଟିଭ୍, ଜେଲ୍ ପରିସରରେ ଆଇସୋଲେସନ ୱାର୍ଡ
4. ହାଇଓ୍ବାକୁ ପିଟିଲା ହାଇଓ୍ବା, ଜୀବନ୍ତ ଜଳିଗଲେ ଡ୍ରାଇଭର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦୁଇଟି ହାଇଓ୍ବା ଧକ୍କା । ଡ୍ରାଇଭର ଜୀବନ୍ତ ଦଗ୍ଧ ।
5. ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ 8399 ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ