ଓଡିଶା

odisha

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ମଧ୍ୟାହ୍ନ 1ଟାର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 30, 2021, 1:10 PM IST

1. ସନ୍ଧ୍ୟା ସାଢେ 6ଟାରେ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା

ଆଜି ସନ୍ଧ୍ୟା ସାଢେ 6ଟାରେ ଲକଡାଉନକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ବଡ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

2. ବାତ୍ଯା ମୁକାବିଲାରେ ରାଜ୍ୟର ଶୃଙ୍ଖଳା ଓ ଧର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

77ତମ ମନ କି ବାତ କାର୍ଯ୍ୟକ୍ରମରେ ବାତ୍ୟା ମୁକାବିଲାରେ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3. ବିପର୍ଯ୍ୟୟ ପରିଚାଳନା: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କଲା ଜାତିସଂଘ

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତିସଂଘ ପ୍ରଶଂସା କରିଛି ।

4. ‘ସାଉଦି ଆରବରୁ ଭାରତକୁ ଆସିବ ୧୦୦ରୁ ଊର୍ଦ୍ଧ୍ବ ଆଇଏସଓ କଣ୍ଟେନର’

ସାରାଦେଶ ଏବେ ମହାମାରୀ କୋରୋନାର ଦ୍ବିତୀୟ ଲହର ସହ ଲଢୁଥିବା ବେଳେ ଉପରେ ଅକ୍ସିଜେନ ଅଭାବ ।

5. ଦେଶରେ ପ୍ରଥମ: ଭୁବନେଶ୍ବରକୁ ପ୍ରାଣବାୟୁ ପଠାଇଲା ଚୀନ

ଚୀନରୁ ଆସି ଭୁବନେଶ୍ବରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର । ଟ୍ବିଟ ଯୋଗେ ସୂଚନା ଦେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ।

6. ୨୦୧୮ ଭୁବନେଶ୍ବର ନାବାଳିକା ଦୁଷ୍କର୍ମ ମାମଲା, ବିଲ୍ଡର ଗିରଫ

2018 ମସିହା ଭୁବନେଶ୍ବର ଚନ୍ଦ୍ରଶେଖରପୁରର ନାବାଳିକ ଦୁଷ୍କର୍ମ ମାମଲା । ଦୀର୍ଘ ତିନି ବର୍ଷ ପରେ ଗିରଫ ହେଲା ମୁ୍ଖ୍ୟ ଅଭିଯୁକ୍ତ ।

7. ଭାରତ ଆସିପାରେ ପଳାତକ ହୀରା ବ୍ୟବସାୟୀ ଚୋକସି

ଭାରତ ଆସିପାରନ୍ତି ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକସି । ଡୋମିନିକା ଦେଶର ଜେଲରୁ ତାଙ୍କୁ ଭାରତ ଆଣିବାକୁ ସରକାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

8. ଜେଲରୁ ସାମ୍ନାକୁ ଆସିଲା ପଳାତକ ମେହୁଲ ଚୋକସିର ପ୍ରଥମ ଫଟୋ

ଜେଲରେ ଥିବା ସମୟରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ପ୍ରଥମ ଫଟୋ ଜାରି ।

9. କୋରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ 10ଲକ୍ଷ ଦେବେ ଯୋଗୀ ସରକାର

କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ 10 ଲକ୍ଷ ଦେବେ ଯୋଗୀ ସରକାର ।

10. ଷ୍ଟାର ଆଉ ବିବାଦ: ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ଏହି କଳାକାର...

ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି ଅନେକ ଚର୍ଚ୍ଚିତ ଚେହେରା । କିଏ ସେ ସେଲିବ୍ରିଟି ଓ ସେମାନଙ୍କ ମାମଲା ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

ABOUT THE AUTHOR

...view details