1. ‘ସମାନ୍ତରାଳ ସ୍ଥିତିରେ କୋରୋନା, ଭୟଭୀତ ହେବାର ନାହିଁ ଆବଶ୍ୟକତା’
ରାଜ୍ୟରେ କୋରୋନାର ସ୍ଥିତି ସମାନ୍ତରାଳ ସ୍ଥିତିରେ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।
2. ରାଜ୍ୟରେ ଟିକାର ଘୋର ଅଭାବ, ଆସିଲେ ମେ ପହିଲାରୁ ଆରମ୍ଭ ହେବ ଟୀକାକରଣ
ରାଜ୍ୟରେ ଟିକା ଅଭାବରୁ 12 ଜିଲ୍ଲାରେ ଟୀକାକରଣ ବନ୍ଦ, ଟିକା ଆସିଲେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ କରାଯିବ।
3. ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ
କୋରାେନା ସହିତ ଲଢେଇ କରୁଛି ଭାରତ । ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ ।
4. ବେଙ୍ଗାଲୁରୁରୁ 3 ହଜାର କୋଭିଡ ଆକ୍ରାନ୍ତ ନିଖୋଜ, ମିଳୁନି ପତ୍ତା
ଦେଶରେ ଭୟଙ୍କର ରୂପ ନେଇଛି ମହାମାରୀର ଦ୍ବିତୀୟ ଲହର । 4 ଲକ୍ଷ ମୁହାଁ ହୋଇଛି ସଂକ୍ରମଣ । 3 ହଜାର ସଂକ୍ରମିତ ନିଖୋଜ ।
5. ଦୁର୍ଘଟଣାରେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ, ଟିଏମସି ନାଁରେ ହତ୍ୟା ଅଭିଯୋଗ ଆଣିଲା ଦଳ