1. ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏନ.ଭି ରମଣା
ଦେଶର ସର୍ବୋଚ୍ଚ କୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଏନଭି ରମଣା ।
2. ସବୁ ରାଜ୍ୟରେ ମାଗଣାରେ ମିଳିବ କୋଭିଡ ଟିକା
ମେ’ 1 ତାରିଖରୁ ଦେଶବ୍ୟାପୀ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ କୋରୋନା ଟିକା ଦିଆଯିବ ।
3. ‘ମନରେ ଦ୍ବନ୍ଦ ରଖନ୍ତୁ ନାହିଁ, ଟିକା ନିଅନ୍ତୁ’
ଭାରତରେ ପ୍ରସ୍ତୁତ କୋଭାକ୍ସିନ ଓ କୋଭିସିଲ୍ଡ ଉଭୟ ଟିକା ଫଳପ୍ରଦ ।
4. ଅକ୍ସିଜେନ ଅଭାବରୁ ପୁଣି ଦିଲ୍ଲୀରେ ଆଖି ବୁଜିଲେ 20 ଆକ୍ରାନ୍ତ
ରାଜଧାନୀ ଦିଲ୍ଲୀରେ ଭୟଙ୍କର ସ୍ଥିତି । ଅକ୍ସିଜେନ ଅଭାବ ଲାଗି ରହିଥିବାରୁ ପୁଣି ଆଖି ବୁଜିଲେ 20 କୋରୋନା ସଂକ୍ରମିତ ।
5. ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା, ପର୍ବତାରୋହୀ ସଂକ୍ରମିତ
ପୃଥିବୀର ସବୁଠାରୁ ଉଚ୍ଚ ପର୍ବତଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିଲା କୋରୋନା ।