1.ସିଆରପିରେ ବିଭତ୍ସ ହତ୍ଯା ଉଦ୍ୟମ,ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ
ଦିନ ଦ୍ବି ପ୍ରହରରେ ରାଜଧାନୀ ସିଆରପିରେ ଗୋଡାଇ ଗୋଡାଇ ଜଣେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ..
2.ବଢୁଛି ସଂକ୍ରମଣ, 24 ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 18 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ
3. ମଣ୍ଡିରୁ ମାଣ୍ଡିଆର ଘରବାହୁଡା, ଚିନ୍ତାରେ ଚାଷୀ
ରାଜ୍ୟ ସରକାର ମାଣ୍ଡିଆ ମଣ୍ଡି ଖୋଲିଥିଲା । ମାତ୍ର ଏବେ ବିନା ନୋଟିସରେ ସରକାରୀ ମଣ୍ଡିକୁ ବନ୍ଦ କରିଦିଆଯାଇଛି..
4.ବେଲରେ ଆସି ଦୁଷ୍କର୍ମ ପୀଡିତାକୁ ଜିଅନ୍ତା ଜାଳିଦେଲା ଅଭିଯୁକ୍ତ
23 ବର୍ଷିୟ ଦୁଷ୍କର୍ମ ପୀଡିତାକୁ ନିଆଁ ଲଗାଇ ହତ୍ୟା..
5.ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଲଞ୍ଚବ୍ରେକ ସୁଦ୍ଧା ଇଂଲଣ୍ଡ 6/0