1-ବାଚସ୍ପତିଙ୍କ ସହ 20 ବିଧାୟକଙ୍କୁ ଦିଆଯିବ ଟିକା
2-କୋଭାକ୍ସିନ୍ ଟିକା ନେଇ ବିରୋଧିଙ୍କ ମୁହଁ ବନ୍ଦ କଲେ ପ୍ରଧାନମନ୍ତ୍ରୀ
3-କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ବିଜେପି ଅଧ୍ୟକ୍ଷ
ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
4-ଶ୍ରୀମନ୍ଦିର ସମମ୍ମୁଖରୁ ଭଙ୍ଗା ଯାଉଛି ରାଧାବଲ୍ଲଭ ମଠ
ଶ୍ରୀମନ୍ଦିର 75 ମିଟର ସୁରକ୍ଷା ବଳୟ ମଧ୍ୟରେ ପୁଣି ଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
5-ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ କୋଭିଡ ଟୀକାକରଣ, ସୁରୁଖୁରୁରେ ଦିଆଯାଉଛି ଟିକା