1. କୋଟିଆ ପ୍ରସଙ୍ଗ: ଆନ୍ଧ୍ରକୁ ସ୍ପଷ୍ଟୀକରଣ ମାଗିଲେ ସୁପ୍ରିମକୋର୍ଟ
କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶର ମତାମତ ଲୋଡିଲେ ସୁପ୍ରିମକୋର୍ଟ ।
2.ଧାନ କିଣାରେ ଓଡିଶାକୁ ମିଳିଛି 5700 କୋଟି
2020-21ରେ ଏବେ ସୁଦ୍ଧା ଧାନ କିଣିବା ବାବଦରେ ଓଡିଶାକୁ ମିଳିଛି 5700.56 କୋଟି ଟଙ୍କା ।
3. ରାଜ୍ୟସଭାରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ
4. ଶ୍ରୀମନ୍ଦିରରେ ଲାଗୁ ହେଲା ଏସଓପି; ହଟିଲା ଆନନ୍ଦବଜାରରୁ କଟକଣା
5. ମଣ୍ଡିରେ ଅବ୍ୟବସ୍ଥା, ଚାଷୀଙ୍କ ରାସ୍ତା ଅବରୋଧ