1-ପ୍ରଦୀପଙ୍କୁ ଅନ୍ତରୀଣ ସୁବିଧା ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ।
2-ଦେଶରେ କୋରୋନା ଡାଉନଟ୍ରେଣ୍ଡ, ଦିନକରେ 24,712 ଆକ୍ରାନ୍ତ ଚିହ୍ନଟ
3-ରାଜ୍ୟରେ ଖସିଲା ଆକ୍ରାନ୍ତ ସଂଖ୍ୟା: 24 ଘଣ୍ଟାରେ 263 ପଜିଟିଭ
4-କୋରୋନାରେ ଆଖି ବୁଜିଲେ ଆଉ 4 ଜଣ
5-ରିମାଣ୍ଡ ଶେଷ; ଜେଲ ଗଲେ ଅଭୟ
IFS ଅଫିସର ଅଭୟକାନ୍ତ ପାଠକଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଛି ।