ଓଡିଶା

odisha

By

Published : Nov 16, 2020, 1:02 PM IST

ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ: ଆଜି ପୁଣି 16 ଜଣଙ୍କ ଜୀବନ ନେଲା କୋରୋନା

କୋରୋନା ସଂକ୍ରମଣ କମୁଥିବା ବେଳେ କୋରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।
2-ରାଜ୍ୟରେ କମୁଛି ସଂକ୍ରମଣ, ଗୋଟିଏ ଦିନରେ 749 କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଧିରେ ଧିରେ ତଳ ମୁହାଁ ହେଉଛି କୋରୋନା ଗ୍ରାଫ। କମୁଛି ସଂକ୍ରମଣ ସଂଖ୍ୟା ।

3-ଦଳିତଙ୍କ ଜମି ହଡପ ମାମଲା: ଆଜି ଜାଗିଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି

ଦଳିତଙ୍କ ଜମି ହଡପ ମାମଲା । ଆଜି ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହାଇକୋର୍ଟରେ ହେବ ଶୁଣାଣି ।

4-ନୀତିଶ କୁମାରଙ୍କ ଶପଥ ପାଠ ସମାରୋହକୁ ଆରଜେଡିର ବଏକଟ୍‌

ନୀତିଶ କୁମାରଙ୍କ ଶପଥ ଗ୍ରହଣ ସମାରୋହକୁ ଯିବେନି ଆରଜେଡି ନେତା । ସମାରୋହକୁ ବଏକଟ କଲା ଦଳ ।

5-ଦିଲ୍ଲୀରେ ଲାଗୁ ହେବନି ଲକଡାଉନ: ସତ୍ୟେନ୍ଦ୍ର ଜୈନ

କୋରୋନା ମାମଲା ବୃଦ୍ଧି ପାଉଥିବାରୁ ଦିଲ୍ଲୀରେ ପୁଣି ଲକଡାଉନ ଲାଗୁ ହେବନି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

6-ବନ୍ଦ ହେଲା କେଦାରନାଥ ପୀଠ କପାଟ

ଆଜି ସକାଳ 8.30ରେ କେଦାରନାଥ ପୀଠର କପାଟ ବନ୍ଦ କରାଯାଇଛି ।

7-ବେଙ୍ଗାଲୁରୁରେ ଡ୍ରଗ୍ସ ରାକେଟ ଠାବ, ତିନି ଗିରଫ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଚାଲିଛି ବେଧଡକ ନିଶା ଦ୍ରବ୍ୟ କାରବାର । ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି ।

8-ହିମାଚଳ ପ୍ରଦେଶ ମଣ୍ଡିରେ ଦୁର୍ଘଟଣା, 7 ମୃତ

ଭାରସାମ୍ୟ ହରାଇ ନଦୀ ବ୍ରିଜରୁ ତଳକୁ ଖସିଲା ପିକଅପ ଭ୍ୟାନ। ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି।

9-ପୋଲରେ ପିଟି ହେଲା କାର, ଗୋଟିଏ ପରିବାରର ଛଅ ମୃତ

ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗରରେ ଥିବା ଏକ ପୋଲରେ ପିଟି ହେଲା କାର । ଛଅ ମୃତ ଚାରି ଆହତ ।

10-ସ୍ବିମିଂ ଶିଖୁଛନ୍ତି ରାଧିକା

ଖୁବଶୀଘ୍ର ଫିଲ୍ମ ‘ଶିଦତ’ରେ ନଜର ଆସିବେ ରାଧିକା । ଏଥର ସେ ଫିଲ୍ମରେ ସାଜିଛନ୍ତି ସ୍ବିମର ।

ABOUT THE AUTHOR

...view details