ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 3, 2022, 11:00 AM IST

୧. Odisha Corona: ଦିନକରେ 970 ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡରୁ ସର୍ବାଧିକ

ରାଜ୍ୟରେ ଗତ 24 ଘଣ୍ଟାରେ 970 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

୨. କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‌, 50 ଅସୁସ୍ଥ

ବିଶାଖାପାଟଣା ନିକଟରେ ଥିବା ଏକ ପୋଷାକ ତିଆରି କାରଖାନାରେ ଗ୍ୟାସ୍ ଲିକ୍ ହୋଇଛି ।

୩. Vice Presidential poll: NDA ପ୍ରାର୍ଥୀଙ୍କୁ BSPର ସମର୍ଥନ

ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଏହାରି ଭିତରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଏସପି ।

୪. ଜଳସମ୍ପଦ ବିଭାଗରେ 106 ମେକାନିକାଲ ଜୁନିୟର ଇଞ୍ଜିନିୟରଙ୍କ ଯୋଗଦାନ

ଜଳ ସମ୍ପଦ ବିଭାଗରେ ମଙ୍ଗଳବାର 106 ଜଣ ମେକାନିକାଲ ଜୁନିଅର ଇଞ୍ଜିନିୟର ଯୋଗ ଦେଇଛନ୍ତି ।

୫. ଛୁଆ ହାତୀ ସାବନର ଧୁମଧାମରେ ଜନ୍ମଦିନ ପାଳନ, 15 କିଲୋର କଟାଗଲା କେକ୍‌

କାର୍ବେଟ ଟାଇଗର ରିଜର୍ଭ କାଲାଗଡରେ ଛୁଆ ହାତୀ ସାବନର ଜନ୍ମଦିନ ଅତି ଉତ୍ସାହରେ ପାଳିତ ।

୬. Petrol Diesel Price: ଆଜିର ପେଟ୍ରୋଲ-ଡିଜେଲ ଦର କେଉଁଠି କେତେ ?

ସାଧାରଣ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜୁଥିବା ପେଟ୍ରୋଲ ଓ ଡିଜେଲ ଦର ଏବେ ସାମାନ୍ୟ ଆଶ୍ବସ୍ତି ଆଣିଛି ।

୭. Vegetable Price: ନଜର ପକାନ୍ତୁ କଣ ରହିଛି ଆଜିର ପରିବା ଦର

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

୮. ପାରାଦୀପରେ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ମାମଲା, NTGଙ୍କ ଜବାବ ତଲବ

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦ୍ବୀପରେ ପ୍ରସ୍ତାବିତ ଷ୍ଟିଲ ଫ୍ଲାଣ୍ଟକୁ ବିରୋଧ କରି ଦାୟର ହୋଇଥିବା ମାମଲାକୁ ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଟିଜି)ନୋଟିସ ଜାରି କରିଛନ୍ତି ।

୯. Ind vs WI 3rd t-20: ସୂର୍ଯ୍ୟଙ୍କ ତେଜରେ ଫିକା ଇଣ୍ଡିଜ,7 ୱିକେଟରେ ଜିତିଲା ଇଣ୍ଡିଆ

ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-ଟ୍ବେଣ୍ଟିକୁ 7 ୱିକେଟରେ ଜିତି ନେଇଛି ଭାରତ ।

୧୦. CWG 2022: ରୌପ୍ୟ ଜିତିଲେ ମିଶ୍ରିତ ବ୍ୟାଡମିଣ୍ଟନ ଦଳ, ପଦକ ସଂଖ୍ୟା 13କୁ ବୃଦ୍ଧି

ମିଶ୍ରିତ ବ୍ୟାଡମିଣ୍ଟନରେ ଫାଇନାଲ ମୁକାବିଲା ମାଲେସିଆଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି ଟିମ ।

ABOUT THE AUTHOR

...view details