ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @11AM ସୁଦ୍ଧା କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jun 7, 2022, 11:10 AM IST

1.Ind vs SA T20: ଆଜିଠୁ ଅଫଲାଇନ ଟିକେଟ ବିକ୍ରି, କିଣିବେ OCA ଅନୁବନ୍ଧିତ

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ ପାଇଁ ଆଜିଠୁ (ମଙ୍ଗଳବାର) ଅଫ୍‌ଲାଇନ ଟିକେଟ ବିକ୍ରି, ପ୍ରଥମେ OCA ଅନୁବନ୍ଧିତଙ୍କୁ ମିଳିବ ଟିକେଟ୍‌ ।

2.ବାରମେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗୋଟିଏ ପରିବାରର ୮ମୃତ

ରାଜସ୍ଥାନ ବାରମେର ଜିଲ୍ଲାର ଗୁଡାମଲାନି ରାସ୍ତାରେ କାର-ଟ୍ରକ ମୁହାଁମୁହିଁ ଧକ୍କା, ୮ଜଣଙ୍କ ମୃତ୍ୟୁ ହେବା ସହ ୨ଜଣ ଆହତ ହୋଇଥିବା ସୂଚନା ।

3.ପଞ୍ଜାବର ଏହି ପୂର୍ବତନ ମନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଆକ୍ସନ ମୋଡରେ ପଞ୍ଜାବ ସରକାର । ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସାଧୁ ସିଂହ ଧର୍ମସୋତଙ୍କୁ ଗିରଫ ହୋଇଛନ୍ତି ।

4.India Corona: ଦିନକରେ 3,714 ସଂକ୍ରମିତ, 7 ମୃତ

ଗତ 24 ଘଣ୍ଟା ମଧ୍ୟରେ 3,714 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 3,714 fresh Covid Cases) ।

5.ବିଗିଡିଲା ସିନ୍ଧୁଙ୍କ ସ୍ବାସ୍ଥ୍ୟବସ୍ଥା, ଚଣ୍ଡିଗଡ PGIରେ ଭର୍ତ୍ତି

ସ୍ବସ୍ଥ୍ୟ ସମସ୍ୟା ଦେଖାଦେବାରୁ ହସ୍ପିଟାଲରେ ଭର୍ତ୍ତିହେଲେ କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ ।

6.Operation Blue Star Anniversary: ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନ ସପକ୍ଷବାଦୀଙ୍କ ସ୍ଲୋଗାନ

ଅପରେସନ ବ୍ଲୁ ଷ୍ଟାରର ୩୮ତମ ବାର୍ଷିକୀରେ ସ୍ବର୍ଣ୍ଣମନ୍ଦିରରେ ମୌଳବାଦୀ ଶିଖ ଗୋଷ୍ଠୀଙ୍କ ଦ୍ବାରା ଖଲିସ୍ତାନ ସପକ୍ଷବାଦୀ ସ୍ଲୋଗାନ ଉଠିଥିଲା ।

7.SC-ST ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବୃଦ୍ଧିକଲେ ରାଜ୍ୟ ସରକାର

ଓଡିଶା ସରକାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି-ମାଟ୍ରିକ ଛାତ୍ର ବୃତ୍ତି ବୃଦ୍ଧି କରିଛନ୍ତି ।

8.Kupwara Encounter: ସେନା ଗୁଳିରେ 2 ଆତଙ୍କୀ ସଫା

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର କୁପୱାରା ଚକତାରସ କାଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ ।

9.ହଜିଗଲା ମାନବିକତା, ପୂର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ଛାଟିଲେ ଗରମପାଣି

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କ ମୁହଁକୁ ଗରମ ପାଣି ଛାଟିଲେ ମହିଳା । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବୃଦ୍ଧ ।

10.Sherdil Movie: ରିଲିଜ ହେଲା କେକେଙ୍କ ଶେଷ ଗୀତ ଧୁପ ପାନି ବହେନେ ଦେ

ମେ 31 ତାରିଖରେ କୋଲକାତାରେ କେ.କେଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଗୀତ ମଙ୍ଗଳବାର ମୁକ୍ତିଲାଭ କରିଛି ।

ABOUT THE AUTHOR

...view details