1.ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ PM ମୋଦି, ଐତିହ୍ୟ କେନ୍ଦ୍ରର କରିବେ ଶିଳାନ୍ୟାସ
2.Chardham Yatra 2022: ୧୩ ଦିନରେ ଗଲାଣି ୩୬ ତୀର୍ଥଯାତ୍ରୀଙ୍କ ଜୀବନ
ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra ) । ଏଯାବତ ହୋଇସାରିଲାଣି ୩୬ ଜଣଙ୍କର ମୃତ୍ୟୁ ।
3.India Corona: ଦିନକରେ 2,202 ପଜିଟିଭ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,202 ଜଣ ନୂଆ ସଂକ୍ରମିତ ଚିହ୍ନଟ । 27 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।
4.ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ
5.Odisha Corona: ରାଜ୍ୟରେ ଦିନକରେ ୭ ସଂକ୍ରମିତ ଚିହ୍ନଟ
ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।