୧. ଆଜିଠୁ ୟୁଟ୍ୟୁବରେ ପଢିବେ ପ୍ରଥମରୁ ଅଷ୍ଟମ, OSEPAର ପ୍ରସ୍ତୁତି ଶେଷ
୨.Odisha Corona: ଖସିଲା ସଂକ୍ରମଣ, ଦିନକରେ ୫୯୦୧ ପଜିଟିଭ ଚିହ୍ନଟ
୩.INDIA CORONA: ଦିନକରେ ୨.୮୬ ଲକ୍ଷ ନୂଆ ସଂକ୍ରମିତ
୩ ଲକ୍ଷ ମୁହାଁ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,86,384 ନୂଆ ସଂକ୍ରମିତ ଚିହ୍ନଟ ।
୪.Naxal Attack: ମାତିଲେ ନକ୍ସଲ, ବିସ୍ଫୋରଣ କରି ଉଡାଇଲେ ଟ୍ରେନ୍ ଲାଇନ
୫Punjab Polls: ନବଜୋତ ସିଦ୍ଧୁ-ବିକ୍ରମ ସିଂ ମାଜିଥିଆଙ୍କ ମଧ୍ୟରେ ହେବ ଲଢେଇ