1.ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: କଟକଣାରେ ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା
2.INDIA CORONA: ଦିନକରେ ୨.୮୫ ଲକ୍ଷ ନୂଆ ସଂକ୍ରମିତ
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 2,85,914 ନୂଆ ସଂକ୍ରମିତ ଚିହ୍ନଟ ଏବଂ 665 ମୃତ ।
3.Odisha Corona: ପୁଣି ବଢିଲା ପଜିଟିଭ, ଦିନକରେ ୭୪୨୬ ସଂକ୍ରମିତ ୧୦ମୃତ
ଦିନେ କମିଲେ ଦିନେ ବଢୁଛି କୋରୋନା ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୪୨୬ କୋରୋନା ପଜିଟିଭ ଚିହ୍ନଟ ।
4.ଉତ୍ତର ଏବଂ ପୂର୍ବାଞ୍ଚଳ ପାଇଁ ନିଯୁକ୍ତ ହେଲେ ନୂଆ କମାଣ୍ଡ
5.ପଦ୍ମଭୂଷଣ ସମ୍ମାନ ପ୍ରତ୍ୟାଖ୍ୟାନ କଲେ ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ