1.INDIA CORONA: ବଢିଲା ସଂକ୍ରମଣ, ୩ ଲକ୍ଷ ମୁହାଁ ପଜିଟିଭ ମାମଲା
ଭାରତରେ ପୁଣି ବେକାବୁ ହେଲା ମହାମାରୀ । ଦିନକରେ 2,82,970 ନୂଆ ଆକ୍ରାନ୍ତ ଚିହ୍ନଟ ।
2.Odisha Corona Report: ରାଜ୍ୟରେ ଆଉ ୧୧,୬୦୭ ପଜିଟିଭ
3.ଭୋଟର ତାଲିକାରେ ଅନିୟମିତତା ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲା BJP
4.ବଢୁଛି ଗୋଷ୍ଠୀ କନ୍ଦଳ: ମହାପ୍ରସାଦ ଛୁଆଁଇ ଶପଥ ପାଠ କରାଇଲେ ବିଜେଡି ବିଧାୟକ
ବିଜେଡି ପାଇଁ ଚିନ୍ତା ବଢାଇଛି ଗୋଷ୍ଠୀ ବିବାଦ । ମହାପ୍ରସାଦ ଛୁଆଁଇ ଦଳରେ ରହିବାକୁ ଶପଥ ପାଠ କରାଉଛନ୍ତି ନେତା ।
5.ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର