ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Nov 18, 2021, 11:00 AM IST

1. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ସହକାରୀ ଯନ୍ତ୍ରୀଙ୍କ ଘରେ ଚାଲିଛି ରେଡ୍

ରଣପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିବା ସୂଚନା ।

2. State Corona Report; ଦିନକରେ ୨୨୯ ପଜିଟିଭ ଚିହ୍ନଟ, ୨୯ ଶିଶୁ ସଂକ୍ରମିତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୨୯ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୩୧୭ରେ ପହଞ୍ଚିଛି ।

3. INDIA CORONA: ୧୧୯୧୯ ନୂଆ ସଂକ୍ରମିତ, ୪୭୦ ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୯୧୯ ନୂଆ ସଂକ୍ରମିତ । ୪୭୦ ଆକ୍ରାନ୍ତ ମୃତ ।

4. BSKYରେ ସାମିଲ ହେବ କେନ୍ଦୁଝର; ଆଜି ମିଳିବ ସ୍ମାର୍ଟ କାର୍ଡ

ଆଜି(ଗୁରୁବାର) କେନ୍ଦୁଝରରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲଥ କାର୍ଡ । ଭର୍ଚ୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଡର ଶୁଭାରମ୍ଭ କରାଯିବ । ଏ

5. ପୋଖରୀରୁ ମାଆ-ପୁଅଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କଟକ ଜିଲ୍ଲା ନିଆଳିର ଏକ ପୋଖରୀରେ ମାଆ-ପୁଅଙ୍କ ମୃତଦେହ ଭାସୁଥିବା ସୂଚନା । ଖବର ପାଇ ଉଦ୍ଧାର କଲା ପୋଲିସ ।

6. ଆଜି Rezang Laରେ ଯୁଦ୍ଧ ସ୍ମାରକୀର ଉଦଘାଟନ କରିବେ ପ୍ରତିରକ୍ଷାମନ୍ତ୍ରୀ

ଆଜି(ଗୁରୁବାର) ଲଦାଖ ଗସ୍ତ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

7. ଆଜି ଚନ୍ନିଙ୍କ ନେତୃତ୍ବରେ କରତାରପୁର ଗସ୍ତ କରିବ ପ୍ରତିନିଧି ଦଳ, ଯୋଗ ଦେବେନି ସିଦ୍ଧୁ

ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଏକ ଜଠ ବା ଦଳ ପାକିସ୍ତାନ କରତାରପୁରର ଗୁରୁଦ୍ବାର ଦରବାର ସାହିବ ଗସ୍ତ କରିବ ।

8. ହିନ୍ଦୁ ଏବଂ ହିନ୍ଦୁତ୍ବ ସମ୍ପୂର୍ଣ୍ଣ ଭିନ୍ନ: ଶଶି ଥରୁର

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ହିନ୍ଦୁତ୍ବ ଏବଂ ହିନ୍ଦୁ ଧର୍ମ ମଧ୍ୟରେ ଭିନ୍ନତା ଥିବା କହିଲେ କଂଗ୍ରେସ ନେତା ଶଶି ଥରୁର ।

9. ଚମକିଲା ସୁନା; ରୂପା ମୂଲ୍ୟରେ ବି ହ୍ରାସ

ଶସ୍ତା ହେଲା ୨୪ କ୍ୟାରେଟ ସୁନା । ରୂପା ଦାମ ବି କମିଲା ।

10. ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ, ଆଜି ଗୁଣବତ୍ତା ୩୬୨ ରେକର୍ଡ

ଲଗାତାର ପଞ୍ଚମ ଦିନରେ ଦିଲ୍ଲୀରେ ବାୟୁ ଗୁଣାବତା ସ୍ଥିର । ଆଜି ଆଜି ବାୟୁ ଗୁଣବତ୍ତା ( AQI) ୩୬୨ ରେକର୍ଡ କରାଯାଇଛି ।

ABOUT THE AUTHOR

...view details