1. INDIA CORONA: ଦିନକରେ 10,126 ନୂଆ ସଂକ୍ରମିତ, 332 ମୃତ
2. ଦିନକରେ ୨୯୬ କରୋନା ପଜିଟିଭ ଚିହ୍ନଟ, ୫୮ ଶିଶୁ ଆକ୍ରାନ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୬ କୋରୋନା ପଜିଟିଭ ଚିହ୍ନଟ । ୫୮ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।
3. ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁ, ଅସ୍ତବ୍ୟସ୍ତ ଜନଜୀବନ
4. କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା: ପ୍ରଭାକର ସେଲଙ୍କୁ ୧୦ ଘଣ୍ଟା ଜେରା
ହାଇ ପ୍ରୋଫାଇଲ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଲାଞ୍ଚ ଅଭିଯୋଗ ଆଣିଥିବା ପ୍ରଭାକର ସେଲଙ୍କୁ ୧୦ ଘଣ୍ଟା ଜେରା ।
5. ମୁମ୍ବାଇରେ ଭୁଶୁଡିଲା କୋଠା: ୯ ମେଡିକାଲରେ ଭର୍ତ୍ତି
ମୁମ୍ବାଇର ଅନଟପ୍ ହିଲ୍ ଅଞ୍ଚଳରେ ଭୁଶୁଡିଲା କୋଠା । ୯ ଜଣ ମେଡିକାଲରେ ଭର୍ତ୍ତି ।