1. ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ
ଶୁକ୍ରବାର ଦିନ 4ଟା ରେ ୱେବସାଇଟ ମାଧ୍ୟମରେ ଜାଣିପାରିବେ ଫଳାଫଳ । ଏଥର ନବମ ଶ୍ରେଣୀ ମାର୍କ ଆଧାରରେ ପ୍ରକାଶ ପାଇବ ଫଳ ।
2. ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ଶ୍ରୀଜିଉ, ମହାସ୍ନାନ କରିବେ ମହାପ୍ରଭୁ
ଆଜି ମହାପ୍ରଭୁଙ୍କ ମହାସ୍ନାନ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଶ୍ବବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ ।
3. ରାଜ୍ୟରେ ଦିନକରେ 3650 ପଜିଟିଭ ଚିହ୍ନଟ
ଆଜି (ଗୁରୁବାର) ରାଜ୍ୟରେ 3650 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 604 ପଜିଟିଭ ଚିହ୍ନଟ ।
4. INDIA CORONA; ଦିନକରେ 54,069 ପଜିଟିଭ ଚିହ୍ନଟ
5. ଆଜି ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ