ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : May 8, 2021, 11:03 AM IST

1-24 ଘଣ୍ଟାରେ 4,01,078 ପଜିଟିଭ, ମହାମାରୀ ନେଲା 4187 ମୁଣ୍ଡ

ଦୈନିକ ସଂକ୍ରମଣ ଟପିଲାଣୀ 4 ଲକ୍ଷ । ଗତ 24 ଘଣ୍ଚାରେ 4ଲକ୍ଷ 1 ହଜାର 78 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । 4 ହଜାର 187 ଜଣଙ୍କ ମୁଣ୍ତ ନେଇଛି ମହାମାରୀ ।

2-ରାଜ୍ୟରେ 21 ଜଣଙ୍କ ଜୀବନ ନେଲା କିଲର ଭାଇରସ

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଦିନକରେ ପୁଣି 21 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ।

3-ରାଜଧାନୀରେ ଛାତିଥରା ଦୁର୍ଘଟଣା, ଚାପି ହୋଇ ଡ୍ରାଇଭର ମୃତ

ରାଜଧାନୀରେ ଛାତିଥରା ଦୁର୍ଘଟଣା । ନିଜ ଗାଡି ଜିନିଷ ଯୋଗୁଁ ଡ୍ରାଇଭର ମୃତ । ପୋଲିସର ତଦନ୍ତ ଜାରି ।

4-ଗଛରେ ପିଟି ହେଲା ସରକାରୀ ବସ୍‌, ଡାକ୍ତରୀ ଛାତ୍ରଛାତ୍ରୀ ଆହତ

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସରକାରୀ ବସ l ଡ୍ରାଇଭର ଗୁରୁତର ଛାତ୍ରଛାତ୍ରୀ ଆହତ ।

5-ଲକଡାଉନ ନିୟମ ଉଲ୍ଲଘଂନ: 36 ହଜାରରୁ ଊର୍ଦ୍ଧ୍ବ ଜୋରିମାନା ଆଦାୟ

ଲକଡାଉନ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ । ପୁରୀ ଜିଲ୍ଲାରେ ଲକଡାଉନ ନିୟମକୁ ପୋଲିସ କଡାକଡି କରିଛି । ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମେତ ଜୋରିମାନା ଆଦାୟ ମଧ୍ୟ କରାଯାଉଛି।

6-କଂଗ୍ରେସର CWC ବୈଠକ ସ୍ଥଗିତ

କୋଭିଡ-19 ର ଦ୍ବିତୀୟ ଲହର ଦେଶକୁ ସଂକ୍ରମଣ କରୁଥିବାରୁ ଚିନ୍ତିତ କଂଗ୍ରେସ । ଏନେଇ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ବସିବା ନେଇ ଆଲୋଚନା କରାଯାଇଥିଲ ମାତ୍ର ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି ।

7-କୋରୋନା କବଳରେ ଜଙ୍ଗଲ ରାଜା: ଉତ୍ତରପ୍ରଦେଶର 2 ସିଂହ କୋଭିଡ ପଜିଟିଭ

ମଣିଷ ସମେତ ପଶୁ ମଧ୍ୟ କୋରୋନା ମହାମାରୀରେ ଆକ୍ରାନ୍ତ ହେଉଛନ୍ତି । ଉତ୍ତରପ୍ରଦେଶରେ 2ଟି ସିଂହ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

8-ତାମିଲନାଡୁରେ 14 ଦିନିଆ ଲକଡାଉନ ଘୋଷଣା

ତାମିଲନାଡୁରେ ସଂକ୍ରମଣ ରୋକିବା ପାଇଁ 14 ଦିନିଆ ଲକଡାଉନ ଘୋଷଣା କଲେ ସରକାର ।

9-କୋହଳ ହେଲା ନିୟମ: ହସ୍ପିଟାଲରେ 2 ଲକ୍ଷ ପର୍ଯ୍ୟନ୍ତ ଦେଇପାରିବେ ନଗଦ ଟଙ୍କା

ବର୍ତ୍ତମାନ ସମସ୍ତ ହସ୍ପିଟାଲ ଓ ନର୍ସିଂହୋମ୍ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଗ୍ରହଣ କରିପାରିବେ ।

10-ଦେଶବାସୀଙ୍କୁ ସାହାଯ୍ୟ କରିବେ କରନ

କରନ ଜୋହରଙ୍କ ବଡ ନିଷ୍ପତ୍ତି । ନିଜ ଧର୍ମା ପ୍ରଡକ୍ସନ ସୋସିଆଲ ମିଡିଆ ପେଜ ଜରିଆରେ ଦେଶବାସୀଙ୍କୁ କରିବେ ସାହାଯ୍ୟ ।

ABOUT THE AUTHOR

...view details