1-24 ଘଣ୍ଚାରେ 3 ଲକ୍ଷ 82 ହଜାର 315 ନୂଆ ଆକ୍ରାନ୍ତ ଚିହ୍ନଟ, 3780 ମୃତ
2-କୋଭିଡ ସ୍ବାସ୍ଥ୍ୟସେବା ପାଇଁ ଆରବିଆଇ ଦେଲା 50,000 କୋଟି
3-କୋଭିଡ ହସ୍ପିଟାଲରେ ଲାଗୁ ସିସିଟିଭି କ୍ୟାମେରା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା
4-ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ
ଆଜିଠୁ 14 ଦିନ ପାଇଁ ରାଜ୍ୟ ଲକଡାଉନ । କେବଳ ନିଦ୍ଦିଷ୍ଟ କିଛି ସେବାକୁ ବାଦ୍ ଦେଲେ ଅନ୍ୟସମସ୍ତ ସେବା ବନ୍ଦ ରହିବ ।
5-ଲକ୍ଡାଉନ ବେଳେ ଘରୁ ଆସି ଏଫଆଇଆର ନେବ ପୋଲିସ
ଲକଡାଉନ ବେଳେ ଥାନାରେ ଅଭିଯୋଗ ଥିଲେ ଏଫଆଇର ନେବାକୁ ଘରେ ପହଁଞ୍ଚିବ ପୋଲିସ । ଡୋରଷ୍ଟେପ ଏଫଆଇର ସେବା ହେଲା ଲାଗୁ ।