ଓଡିଶା

odisha

ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - top ten

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

By

Published : May 2, 2021, 11:15 AM IST

1-ଓଡିଶାରେ 14ଦିନ ପାଇଁ ତାଲାବନ୍ଦ

ଆଜି (ରବିବାର) ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି । 14ଦିନ ପାଇଁ ପୁରା ରାଜ୍ୟରେ ଲକଡାଉନ ଘୋଷଣା ହୋଇଛି ।

2-ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ଡିଜିପି, କୋଭିଡ ସ୍ଥିତିର କରିବେ ସମୀକ୍ଷା

ଆଜି(ରବିବାର) ଦିନିକିଆ ପଶ୍ଚିମ ଓଡିଶା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ।

3-ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସକୁ ବହୁମତ ! ଶତକ ମାରିଲା ବିଜେପି

ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡା ଟକ୍କର । ମତ ଦନ ହୋଇଥିବା 292 ସିଟରେ ବିଜେପି, ଟିଏମସି ଆଗ ପଛ ରେସ ଲଗାଇଛନ୍ତି ।
4-ପୁଡୁଚେରୀରେ ଫୁଟିବ ପଦ୍ମ !

ଦକ୍ଷିଣ ଭାରତୀୟ କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀରେ ମଧ୍ୟ ଜାରି ରହିଛି ଭୋଟ ଗଣତି । ଯଦି ଏକଜିଟ ପୋଲ ସତ ପ୍ରମାଣିତ ହୁଏ, ତେବେ ପୁ଼ଡୁଚେରୀରେ ପ୍ରଥମଥର ପଦ୍ମ ଫୁଟିବ

5-କେରଳ ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତି: କଂଗ୍ରେସ-ସିପିଆଇ 5 ସିଟରେ ଆଗୁଆ

କେରଳରେ ଭୋଟ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ, ସିପିଆଇ 5 ସିଟରେ ଆଗୁଆ ରହିଛି ।

6-ରାଜ୍ୟରୁ ପୁଣି 14 ଜଣଙ୍କ ମୁଣ୍ଡ ନେଲା କୋରୋନା

ରାଜ୍ୟରେ ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଆଜି 14 ଜଣଙ୍କର ମୁଣ୍ଡ ନେଇଛି ମହାମାରୀ ।

7-ଡରାଉଛି କୋରୋନା, 24 ଘଣ୍ଟାରେ 3 ଲକ୍ଷ 92 ହଜାର 488 ପଜିଟିଭ ରିପୋର୍ଟ

ଗତ କିଛି ଦିନ ହେବ ଭାରତରେ ହାହାକାର ସୃଷ୍ଟି କରିଛି ମହାମାରୀ। ବର୍ଦ୍ଧିତ କୋରୋନା ସଂକ୍ରମଣରେ ଭୟାତୁର ଦେଶବାସୀ ।

8-ନନ୍ଦିଗ୍ରାମ ଉପରେ ନଜର, ହଟସିଟରେ ହେଭିୱେଟଙ୍କ କଡା ଟକ୍କର

ସର୍ବମୋଟ 822 ଆସନରେ ମତଗଣନା ଚାଲିଥିବାବେଳେ ଗୋଟିଏ ସିଟ୍‌ ଉପରେ ରହିଛି ସମସ୍ତଙ୍କ ନଜର ।

9-ଭାରତକୁ 28ଟନ ମେଡିକାଲ ଉପକରଣ ପଠାଇଲା ଫ୍ରାନ୍ସ

ଆଜି (ରବିବାର) ଭାରତକୁ 28ଟନ ମେଡିକାଲ ଉପକରଣ ପଠାଇଛି ଫ୍ରାନ୍ସ ।

10-ପାଗଳ ବେଶରେ ଶିକ୍ଷକଙ୍କ କୋଭିଡ ସଚେତନତା, ସାଧୁବାଦ ଦେଲେ ଗଣ ଶିକ୍ଷାମନ୍ତ୍ରୀ
ପାଗଳ ବେଶରେ ଅଭିନୟ କରି ଜଣେ ଶିକ୍ଷକ ବାଣ୍ଟୁଛନ୍ତି କୋଭିଡ ସଚେତନତା ବାର୍ତ୍ତା । ଟୁଇଟ୍ କରି ସାଧୁବାଦ ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ

ABOUT THE AUTHOR

...view details