1.ଦିନକରେ ଲକ୍ଷେ 15 ହଜାର ଟପିଲା ଦୈନିକ ସଂକ୍ରମଣ, 630 ମୃତ
କୋରୋନାର ଦ୍ବିତୀୟ ଲହରୀରେ ଆସିଲା ସର୍ବାଧିକ ସଂକ୍ରମଣ ରିପୋର୍ଟ ।
2.ଦିନକରେ ରାଜ୍ୟରୁ 791 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ
ଆଜି ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 147 ଆକ୍ରାନ୍ତ ହୋଇଛନ୍ତି ।
3.ଥାନା ଭିତରେ ଗୋଷ୍ଠୀ ସଂଘର୍ଷ; 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
ବାଲେଶ୍ବର ରେମୁଣା ଥାନା ଭିତରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 2 ଆହତ ।
4.ପଶ୍ଚିମବଙ୍ଗ ନିର୍ବାଚନ; ଆଜି 4ଟି ରୋଡ ଶୋ କରିବେ ଶାହା
ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ନିର୍ବାଚନ ପାଇଁ 4ଟି ରୋଡ ଶୋ କରିବେ ।
5.ନରହନ୍ତା ହାତୀ ଆକ୍ରମଣରେ ଦୁଇ ମୃତ
ଛେଣ୍ଡିପଦା ବନାଞ୍ଚଳ ରାମଚନ୍ଦ୍ରପୁର ଗାଁରେ ହାତୀ ଆକ୍ରମଣରେ ୨ ମୃତ୍ୟୁ ଘଟିଛି।